କନକ ବ୍ୟୁରୋ: ବରଗଡରେ ୩୭.୧୯%, ବଲାଙ୍ଗୀରରେ ୩୨.୦୪%, ବୌଦ୍ଧରେ ୪୦.୬୦%, ଗଞ୍ଜାମରେ ୩୩.୯୮% ମତଦାନ ହୋଇଛି । ସେହିଭଳି ଝାରସୁଗୁଡରେ ୪୦.୮୨ ପ୍ରତିଶତ ଭୋଟିଂ ସହ କନ୍ଧମାଳରେ ୩୨.୫୫ପ୍ରତିଶତ, ନୟାଗଡରେ ୩୭.୮୭ %, ସୁବର୍ଣ୍ଣପୁରରେ ୩୫.୦୧% ମତଦାନ ହୋଇଛି । ସେହିପରି ରାଜଗାଙ୍ଗପୁରରେ ୩୨.୨୦%, ସାନଖେମୁଣ୍ଡିରେ ୩୪୫.୧୮% , ସୁନ୍ଦରଗଡରେ ୩୬.୦୦%, ହିଞ୍ଜିଳିକାଟୁରେ ୩୬.୩୭%, କଣ୍ଟାବାଂଜିରେ ୨୬.୭୭%, ଖଲ୍ଲିକୋଟରେ ୩୩.୮୯%, ମତଦାନ ହୋଇଥିବା ସୂଚନା ରହିଛି ।
ରାଜ୍ୟ ଦେଉଛି ଭୋଟ୍: ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ଭୋଟିଂ ସୂଚନା । ହିଞ୍ଜିଳିକାଟୁରେ ୩୬.୩୭%, କଣ୍ଟାବାଂଜିରେ ୨୬.୭୭% ମତଦାନ ।
/kanak/media/post_attachments/wp-content/uploads/2024/05/22-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)