କଟକର କଲେଜ ଛକରେ ଖୋଲିଲା ପାତ୍ର ଇଲେକ୍ଟ୍ରୋନିକ୍ସର ନୂଆ ଷ୍ଟୋର । ଗ୍ରାହକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଅଫର, ୯୯୦ ଡାଉନପେମେଣ୍ଟ ଦେଇ କିଣିପାରିବେ ଯେକୌଣସି ସାମଗ୍ରୀ । 'NO COST EMI'ର ପାଇବେ ଲାଭ ।

Advertisment
କଟକର କଲେଜ ଛକରେ ଖୋଲିଲା ପାତ୍ର ଇଲେକ୍ଟ୍ରୋନିକ୍ସର ନୂଆ ଷ୍ଟୋର । ଗ୍ରାହକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଅଫର, ୯୯୦ ଡାଉନପେମେଣ୍ଟ ଦେଇ କିଣିପାରିବେ ଯେକୌଣସି ସାମଗ୍ରୀ । 'NO COST EMI'ର ପାଇବେ ଲାଭ ।

କନକ ବ୍ୟୁରୋ : କଟକ କଲେଜ ଛକ ଠାରେ ପାତ୍ର ଇଲେକ୍ଟ୍ରୋନିକ୍ସର ୩୪ତମ ଷ୍ଟୋର୍ ଉଦଘାଟିତ ହୋଇଛି। ତିନି ମହଲା ବିଶିଷ୍ଟ ଏହି ଷ୍ଟୋରରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଏବଂ ଲାଟେଷ୍ଟ ଜାତୀୟ ଏବଂ ଆନ୍ତର୍ଜାତିକ ବ୍ରାଣ୍ଡର ଇଲେକ୍ଟ୍ରୋନିକ୍ସ ଓ ଡିଜିଟାଲ ଉପକରଣ ଉପଲବ୍ଧ ଅଛି ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପାତ୍ର କହିଛନ୍ତି ।

ଉଦଘାଟନ ଅବସରରେ ଏହି ନୂତନ ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ କମ୍ପାନୀ ତରଫରୁ ସ୍ଵତନ୍ତ୍ର ଅଫର ରଖାଯାଇଛି। ଯେପରିକି, ଜଣେ ଗ୍ରାହକ ମାତ୍ର ୯୯୦ ଟଙ୍କା ଡାଉନପେମେଣ୍ଟ ଦେଇ କୌଣସି ଜିନିଷ ନେଇପାରିବା ସହ 'ନୋ କଷ୍ଟ ଇଏମଆଇ' ର ଲାଭ ମଧ୍ୟ ପାଇବେ। ଏହାସହିତ ପ୍ରତି ସାମଗ୍ରୀ କିଣିବା ଉପରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ଏବଂ ନିଶ୍ଚିତ ଉପହାରର ବ୍ୟବସ୍ଥା ରହିଛି। ୩୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର କିଣା ଉପରେ ବିନ୍ ବ୍ୟାଗ ସମ୍ପୂର୍ଣ୍ଣ ମାଗଣାରେ ମିଳୁଥିବା ବେଳେ ଯେକୌଣସି ଡିଜିଟାଲ ଉପକରଣ କିଣିଲେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହ ଆସେସୋରିଜ୍ ମାଗଣାରେ ଦିଆଯାଉଛି ବୋଲି କୈଳାସ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe