ରାଜ୍ୟରେ ଗଠନ ହେଲା ୩୪ଟି ନୂଆ ଏନଏସି । ୫ଟି ଏନଏସି ମ୍ୟୁନିସିପାଲିଟିକୁ ଉନ୍ନୀତ  । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । 

2,997

କନକ ବ୍ୟୁରୋ: ରାଜ୍ୟରେ ଗଠନ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ଏହାସହ ୫ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଗଲା । ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ, ପାଇକମାଳ, ଭେଡେନ,. ଭଦ୍ରକର ଆଗରପଡା, ବଲାଙ୍ଗୀରର ବେଲପଡା, ସଇଁତଳା, ବିଂଝାରପୁର, ପାଣିକୋଇଲି, ଜାରକା, ଚଣ୍ଢିଖୋଲ, କଳାହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମ୍ମା, ନୂଆପଡା ଜିଲ୍ଲାର ସିନାପାଲି , ରାୟଗଡାର ଚାନ୍ଦିଲି, ମୁନିଗୁଡା, ବିଷମକଟକ, ଡୁଙ୍ଗୁରିପାଲି, ସୁନ୍ଦରଗଡ ବଣେଇ, ଗଞ୍ଜାମ ଶେରଗଡ, କୁକୁଡାଖଣ୍ଡି, , କଣ୍ଟିଲୋ, ଟାଙ୍ଗୀ , ବେଗୁନିଆ, ସାଲେପୁର, ବଡମ୍ବା, ନରସିଂପୁର ନିଆଳି, ମୟୂରଭଂଜର ବେତନଟି, ପରଜଙ୍ଗ, ବୌଦ୍ଧର କଣ୍ଟାମାଳ ଆଦି ଅଞ୍ଚଳକୁ ଏନଏସି ମାନ୍ୟତା ମିଳିଛି ।  ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।