ରେଳପଥ ଭିତ୍ତିଭୂମି ବିକାଶ ପାଇଁ ୩୨୦ କୋଟି। ୪ଟି ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ ଟଙ୍କା।

ରେଳପଥ ଭିତ୍ତିଭୂମି ବିକାଶ ପାଇଁ ୩୨୦ କୋଟି। ୪ଟି ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ ଟଙ୍କା।

କନକ ବ୍ୟୁରୋ: ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟର ବ୍ୟୟବରାଦ କରିଛନ୍ତି । ଚଳିତ ଆର୍ଥିତ ବର୍ଷରେ ଏଥିପାଇଁ ୩୨୦ ଟଙ୍କାର ବ୍ୟୟବରାଦ କରାଯାଇଛି ।

ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ନୂଆ ରେଳ ଲାଇନ ପ୍ରକଳ୍ପ ବାବଦରେ ଏହି ଟଙ୍କାକୁ ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe