କନକ ବ୍ୟୁରୋ: ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟର ବ୍ୟୟବରାଦ କରିଛନ୍ତି । ଚଳିତ ଆର୍ଥିତ ବର୍ଷରେ ଏଥିପାଇଁ ୩୨୦ ଟଙ୍କାର ବ୍ୟୟବରାଦ କରାଯାଇଛି ।

Advertisment

ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ନୂଆ ରେଳ ଲାଇନ ପ୍ରକଳ୍ପ ବାବଦରେ ଏହି ଟଙ୍କାକୁ ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

publive-image