କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ୩୧ କିଲୋର ରୂପାଦାନ କରିଛନ୍ତି ଜନୈକ ଦାତା । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଦାନ କରାଯାଇଛି । ନିର୍ଦ୍ଦିଷ୍ଟ ଭାବେ ମହାଲକ୍ଷ୍ମୀ ମନ୍ଦିର ଓ ମା ବିମଳାଙ୍କ ମନ୍ଦିର ପ୍ରଭା ନିର୍ମାଣ ପାଇଁ ଏହି ରୂପା ଦାନ କରାଯାଇଛି । ଏହି ଦାନ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀଙ୍କ ସହ ସେବାୟତ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିରକୁ ୩୧ କିଲୋ ରୂପା ଦାନ କଲେ ଜନୈକ ଦାତା : ମହାଲକ୍ଷ୍ମୀ ମନ୍ଦିର ଓ ମା ବିମଳାଙ୍କ ମନ୍ଦିରପ୍ରଭା ନିର୍ମାଣ ପାଇଁ ଲାଗିବ ରୂପା
/kanak/media/post_attachments/wp-content/uploads/2021/03/puri-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)