ଭୁବନେଶ୍ୱରରୁ ଆଉ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୯୨ ଜଣ 

Advertisment
ରାଜଧାନୀରେ ସଂକ୍ରମଣ କମ, ସୁସ୍ଥ ଅଧିକ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୫୧ ଜଣ
କନକ ବ୍ୟୁରୋ : ଗତ କିଛି ସପ୍ତାହ ଧରି ଭୁବନେଶ୍ୱରରୁ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଚଳିତ ସପ୍ତାହରେ ଏହି ସ୍ଥିତିର ସୁଧାର ଆସିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୩୦୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୯୨ ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୩ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୮ ସ୍ଥାନୀୟ ସଂକ୍ରମଣ ରହିଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ଆଚାର୍ଯ୍ୟବିହାର ଅଞ୍ଚଳରୁ - ୨,  ବଡଗଡରୁ -୨ , ବାପୁଜୀ ନଗର- ୧, ବରମୁଣ୍ଡା -୧, ବିଡିଏ କଲୋନି-୧, ବୋମିଖାଲ-୧, ବ୍ରହ୍ମେଶ୍ୱର ପାଟଣା-୧, ସେଣ୍ଟ୍ରାଲ ସରକାରୀ ଡାକ୍ତରଖାନାରୁ -୧, ଚନ୍ଦ୍ରଶେଖରପୁର-୬, ଚିନ୍ତାମଣିଶ୍ୱର-୧, ଡମଣା-୧, ଡୁମଡୁମା -୩, ଗଡକଣ-୨, ଗ୍ୟାରେଜ ଛକ-୧, ସରକାରୀ ଡାକ୍ତରଖାନା କର୍ମଚାରୀ-୨, ହଂସପାଳ-୧, ଜଗନ୍ନାଥନଗର-୨, ଝାରପଡା-୧, କଳିଙ୍ଗନଗର-୩, କନକବିହାର-୨, ଖଣ୍ଡଗିରି-୧, ଖାରବେଳନଗର-୧, ମଞ୍ଚେଶ୍ୱର-୨, ନୟାପଲ୍ଲୀ-୨, ନିଳାଦ୍ରୀବିହାର-୬, ଓଲ୍ଡଟାଉନ-୧, ପାହାଳ-୧, ପଳାଶୁଣୀ-୧, ପଳାଶପଲ୍ଲୀ -୧, ପଟିଆ-୮, ପୋଖରୀପୁଟ୍-୧, ପ୍ରଶାନ୍ତିବିହାର-୧, ଘରୋଇ ମେଡିକାଲ କର୍ମଚାରୀ -୧, ରଘୁନାଥପୁର-୧, ରସୁଲଗଡ-୨, ରିଜର୍ଭ ପୋଲିସ-୧, ସହୀଦନଗର-୨, ଶୈଳଶ୍ରୀବିହାର -୨, ସାଲିଆସାହି-୧, ସାମନ୍ତରାପୁର-୧, ସତ୍ୟବିହାର-୧, ସୁନ୍ଦରପଦା-୧, ଟଙ୍କପାଣିରୋଡ-୨, ୟୁନିଟ୍୩-୧, ଯୁନିଟ୫-୧, ୟୁନିଟ୬-୧, ୟୁନିଟ୍୭-୧, ଭିଏସଏସ୍ ନଗର-୨ ଜଣ ଚିହ୍ନଟ ହୋଇଛନ୍ତି ।
ଏହାସହ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯,୫୪୪ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫,୭୪୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ କେସ୍ ୩,୭୧୧ ରହିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩ ରେ ପହଂଚିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe