କନକ ବ୍ୟୁରୋ : ପୁରୀ ଜିଲ୍ଲା ବଳଙ୍ଗାରେ ଘାଇ । ବିଳମ୍ବିତ ରାତିରେ ନୂଆ ଗାଁ ଡ୍ରେନେଜ କେନାଲରେ ୩୦ ଫୁଟର ଘାଇ । ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି କି କେନାଲରେ ପାଣି ଆସିବା ପୂର୍ବରୁ କେନାଲରେ ଥିବା ଅଳିଆ ଆବର୍ଜନା ସଫା ନକରିବା ଓ କେନାଲ ବନ୍ଧର ମରାମତି ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେନାଲରେ ବିରାଟ ଘାଇ ଯୋଗୁଁ ପନିପରିବା ଓ ଧାନ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

Advertisment