ହସ୍ପିଟାଲ ଏବଂ ଆରଟିଓ ଅଫିସରେ ରହିବେ ନାହିଁ ଗୋଟିଏ ବି ଦଲାଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପୋଲିସ, ବିଭିନ୍ନ ସ୍ଥାନରୁ ଗିରଫହେଲେ ୩୦ ଦଲାଲ
ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଓ ହସ୍ପିଟାଲରୁ ରୁ ୩୦ ଜଣ ଦଲାଲ ଗିରଫ
Kanak News is now on WhatsApp
Join and get latest news updates delivered to you via WhatsApp