ବଡ଼ ମେଡିକାଲରେ ଦୁର୍ଘଟଣା । ଏସସିିବି ସେକେଣ୍ଡ କ୍ୟାମ୍ପସରେ କ୍ରେନ୍ ଭାଙ୍ଗି ୩ ଶ୍ରମିକ ଆହତ ।

ବଡ଼ ମେଡିକାଲରେ ଦୁର୍ଘଟଣା । ଏସସିିବି ସେକେଣ୍ଡ କ୍ୟାମ୍ପସରେ କ୍ରେନ୍ ଭାଙ୍ଗି ୩ ଶ୍ରମିକ ଆହତ ।

କନକ ବ୍ୟୁରୋ: ବଡ଼ ମେଡିକାଲରେ ବଡ଼ ଦୁର୍ଘଟଣା, ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏସସିବିରେ ଭାଙ୍ଗିପଡ଼ିଲା କ୍ରେନ୍ । ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍ ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି । ଆଶଙ୍କା କରାଯାଉଛି କି ଓଭର ଲୋଡ୍ ଯୋଗୁଁ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଛି, ତେବେ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚିଥିବା ଖବର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe