ନବରଙ୍ଗପୁର ପୁଲିସ ହାତରେ ୭୦ ପ୍ୟାକେଟ୍ ଗଞ୍ଜେଇ : ବାହାର ରାଜ୍ୟକୁ ଚୋରାଚାଲାଣ ବେଳେ ଧରିଲା ପୋଲିସ୍

Advertisment
ନବରଙ୍ଗପୁର ପୁଲିସ ହାତରେ ୭୦ ପ୍ୟାକେଟ୍ ଗଞ୍ଜେଇ : ବାହାର ରାଜ୍ୟକୁ ଚୋରାଚାଲାଣ ବେଳେ ଧରିଲା ପୋଲିସ୍

କନକ ବ୍ୟୁରୋ : ନବରଙ୍ଗପୁର ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା । ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ୭୦ ପ୍ୟାକେଟ ଗଂଜେଇ ଜବତ କଲା ସଦର ପୁଲିସ । ଜବତ ଗଂଜେଇ ୩ କ୍ୱିଂଟାଲ ୫୨ କିଲେ ଥିବା ଜଣାପଡ଼ିଛି । ମାଲକାନଗିରିରୁ ବିହାର ଯାଉଥିବା ଏକ ପିକଅପ ଭ୍ୟାନରେ ଚାଲଣ ହେଉଥିଲା । କୌଣସି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଁ ଇନ୍ଦ୍ରାବତୀ ପୋଲ ନିକଟରେ ଜଗି ରହିଥିଲା ପୋଲିସ । ପିକଅପ ଭ୍ୟାନକୁ ଜବତ କରିବା ସହ ଗଂଜେଇ ଚୋରାଚାଲଣ କରୁଥିବା ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe