ମହାନଦୀରେ ଭାସିଗଲେ ୩ ଜଣ। ଦେବୀଦ୍ୱାର ଘାଟରେ ଜଣେ, ନରାଜରେ ଦୁଇ ଜଣ ନିଖୋଜ

268

କନକ ବ୍ୟୁରୋ: ମହାନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ । ଦେବୀଦ୍ୱାର ଘାଟରେ ଭାସିଯାଇଛନ୍ତି ଜଣେ ଯୁବକ । ଗୋଧୋଇବା ବେଳେ ପ୍ରଖର ସୁଅରେ ସେ ଭାସିଯାଇଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।

ସେପଟେ କଟକ ନରାଜରେ ୨ ଜଣ ଛାତ୍ର ବୁଡିଯାଇଛନ୍ତି । ଓଡ୍ରାଫ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ।