ମହାନଦୀରେ ବୁଡିଗଲେ ୩ ଯୁବକ । ଜଣେ ଉଦ୍ଧାର, ୨ ଜଣ ନିଖୋଜ ।

Advertisment
ମହାନଦୀରେ ବୁଡିଗଲେ ୩ ଯୁବକ । ଜଣେ ଉଦ୍ଧାର, ୨ ଜଣ ନିଖୋଜ ।

କନକ ବ୍ୟୁରୋ: ମହାନଦୀରେ ବୁଡିଗଲେ ୩ ଯୁବକ । କଟକ ଜୋବ୍ରା ନିକଟ ମହାନଦୀରେ ବୁଡିଗଲେ ୩ ଜଣ । ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ମହାନଦୀରେ ବୁଡି ୨ ଜଣ ନିଖୋଜ । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

publive-image

ତେବେ ୨ ନିଖୋଜଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ । ମହାନଦୀ ପାଣିରେ ଖୋଜାଖୋଜି ଜାରି ରହିଛି । ୩ ଜଣ ଯୁବକ କେଉଁ ଅଞ୍ଚଳର ଜଣାପଡିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe