କନକ ବ୍ୟୁରୋ : ମାଲକାନଗିରିରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଏସପିଙ୍କ ନିକଟରେ ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କାଲିମେଳା ଦଳମର ୩ ସକ୍ରିୟ ମାଓବାଦୀଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । ଏମାନେ ହେଲେ ଦିବ୍ୟା, ମାଲେ ବିଡିଙ୍ଗି ଓ ଜେବା ମାଡକାମି । ଏମାନଙ୍କୁ ଧରାଇ ଦେବା ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ରାଶି ଘୋଷଣା କରାଯାଇଥିଲା ।
ଭୁଷୁଡୁଛି ଲାଲଗଡ ! ମାଲକାନଗିରି ଏସପିଙ୍କ ନିକଟରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ
/kanak/media/post_attachments/wp-content/uploads/2017/03/vlcsnap-2017-03-25-13h26m53s553.png)