ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ । ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ ସୂଚନା

Advertisment
ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ । ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ ସୂଚନା

କନକ ବ୍ୟୁରୋ : ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ ବଡ଼ ଅଘଟଣ । ନିର୍ମାଣଧିନ ଇନଡୋର ଷ୍ଟାଡିୟମ ଭୁଶୁଡି ଫଳରେ ୩ମୃତ, ୧୦ଗୁରୁତର । ଘଟଣା ସ୍ଥଳରେ ପହଁଚି ଭଗ୍ନାବଶେଷକୁ ଆଡେଇ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି । ରଙ୍ଗାରେଡ୍ଡି ଜିଲ୍ଲା ମୋଇନାବାଦ ଅଂଚଳରେ ଇନଡୋର ନିର୍ମାଣ ଚାଲିଥିବା ବେଳେ ହଠାତ ଭୁଶୁଡି ପଡିଥିଲା ଷ୍ଟାଡିୟମ । ମୃତକଙ୍କ ପାଇଁ କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଲାଗି ସହାୟତା ଘୋଷଣା କରିଛନ୍ତି ତେଲେଙ୍ଗାନା ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe