ହଠାତ୍ ଛାଡିଦେଲା ଟ୍ରେନ୍, ଟ୍ରାକରେ କଟି ୩ ମୃତ ୩ ଗୁରୁତର । ବର୍ଷା ପବନ ପାଇଁ ଟ୍ରେନ ତଳେ ନେଇଥିଲେ ଆଶ୍ରୟ ।

Advertisment
ହଠାତ୍ ଛାଡିଦେଲା ଟ୍ରେନ୍, ଟ୍ରାକରେ କଟି ୩ ମୃତ ୩ ଗୁରୁତର । ବର୍ଷା ପବନ ପାଇଁ ଟ୍ରେନ ତଳେ ନେଇଥିଲେ ଆଶ୍ରୟ ।

କନକ ବ୍ୟୁରୋ: ପୁଣି ଟ୍ରେନ ଅଘଟଣ ନେଇ ଆସିଲା ବଡ ଖବର । ଟ୍ରେନରେ କଟି ୩ ଜଣଙ୍କ ମୃତ୍ୟୁ । ଯାଜପୁର ରୋଡ୍ ଷ୍ଟେସନରୁ ଆସିଲା ଅଘଟଣର ଖବର । ଟ୍ରେନ ଧାରଣାକେ କଟି ଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବର୍ଷା, ପବନରୁ ରକ୍ଷା ପାଇଁ ଟ୍ରେନ ତଳେ ଆଶ୍ରୟ ନେଇଥିଲେ ଏମାନେ । ହେଲେ ହଠାତ୍ ଟ୍ରେନ ଛାଡି ଦେବାରୁ ଆଉ ଜମା ବାହାରକୁ ଆସି ପାରିଲେନି । ସେହି ଟ୍ରେନ ତଳେ ରହିଯିବାରୁ ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର ବୋଲି ପ୍ରାଥମିକ ଭାବେ ଖବର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe