କନକ ବ୍ୟୁରୋ : ଦିଗପହଣ୍ଡିରେ ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା । ବାପା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କହିଲେ ରାତିରେ ପରିବାରର ସମସ୍ତେ ପିଇଥିଲେ କ୍ଷୀର । ତେବେ କ୍ଷୀରରେ କେଉଁଠୁ ଆସିଲା ବିଷ ଉଠିଲା ପ୍ରଶ୍ନ । କ୍ଷୀରରେ କେହି ବିଷ ମିଶାଇଥିଲେ କି ? ଘଟଣାସ୍ଥଳରେ ଶେରଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା : କ୍ଷୀରରେ ବିଷ ଆସିଲା କେଉଁଠୁ ? ବାପା ଦେଲେ ଚାଞ୍ଚଲ୍ୟକର ବୟାନ
/kanak/media/post_attachments/wp-content/uploads/2023/09/17-15.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)