ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ: ଟ୍ରେନରେ ନଥିଲେ କୌଣସି ଯାତ୍ରୀ

Advertisment
ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ: ଟ୍ରେନରେ ନଥିଲେ କୌଣସି ଯାତ୍ରୀ

କନକ ବ୍ୟୁରୋ: ପୁରୀର ମାଳତୀପାଟପୁରରେ ଟ୍ରେନ ଦୁର୍ଘଟଣା । ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏହି ସମୟରେ ଟ୍ରେନରେ କେହି ଯାତ୍ରୀ ନଥିଲେ । ପୁରୀରୁ ଯାତ୍ରୀ ନେଇ ପୁରୀରୁ ଯାତ୍ରା କରିଥାନ୍ତି ଏହି ଟ୍ରେନ । ଏଥିପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ସଂପୃକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe