କନକ ବ୍ୟୁରୋ: ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ । ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ରନ କରି ୬ ୱିକେଟ ହରାଇଛି । ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩୩ ବଲରୁ ୬୩ ରନ ସଂଗ୍ରହ କରିଛନ୍ତି । ସେହିଭଳି ବିରାଟ କୋହଲି ୪୦ ବଲରୁ ୫୦ ରନ ସଂଗ୍ରହ କରିଛନ୍ତି । ଅଧନାୟକ ରୋହିତ ଶର୍ମା ୨୭ ରନ, ସୂର୍ଯ୍ୟକୁମାର ଯାଦବ ୧୪ ରନ, ରାହୁଲ ୫, ରିଷଭ ପନ୍ତ ୬ ରନ ସଂଗ୍ରହ କରିଥିଲେ ।
ଇଂଲଣ୍ଡ ପକ୍ଷରୁ କ୍ରିସ ଜୋଡାର୍ନ ୩ ୱିକେଟ ହାସଲ କରିଥିବା ବେଳେ ଆଦିଲ ରସିଦ ଏବଂ କ୍ରିସ ୱଗସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
ଭାରତ-ଇଂଲଣ୍ଡ ସେମିଫାଇନାଲ
ପ୍ରଥମ ଇଂନିସରେ ଭାରତର ସ୍କୋର ୧୬୮ ରନ୍
ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ
ଇଂଲଣ୍ଡ ପାଇଁ ଟାର୍ଗେଟ ୨୦ ଓଭରରେ ୧୬୯ ରନ୍ #INDvsENG#WorldCup#ViratKohlipic.twitter.com/O0cXixeFTt— Kanak News (@kanak_news) November 10, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/hdhdh-2.jpg)