କନକ ବ୍ୟୁରୋ : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଆସନରେ ଚାଲିଛି ମତଦାନ । ତେବେ ୫ ଲୋକସଭା ଆସନରେ ହେଉଥିବା ନିର୍ବାଚନ ମଧ୍ୟରୁ କନ୍ଧମାଳ ଉପରେ ରହିଛି ସାରା ରାଜ୍ୟର ନଜର । ଚଳିତଥର ବିଜେଡି ପକ୍ଷରୁ ଡ.ଅଚ୍ୟୁତ ସାମନ୍ତ, ବିଜେପିର ଐର ଖାରବେଳ ସ୍ୱାଇଁ ଏବଂ କଂଗ୍ରେସରୁ ମନୋଜ କୁମାର ଆଚାର୍ଯ୍ୟ ମୈଦାନରେ ଅଛନ୍ତି । ତେବେ ଆଜି ଏହି ହେଭୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସକାଳ ୭ଟାରୁ ହିଁ ମତଦାତା ନଜର ମତ ସାବ୍ୟସ୍ତ କରୁଛନ୍ତି । କେବଳ ଅପେକ୍ଷା ମେ’୨୩ରେ ଫଳାଫଳକୁ । ତେବେ ଜାଣନ୍ତୁ ଏହି ନିର୍ବାଚନମଣ୍ଡଳି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ...
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୧ ଲକ୍ଷ ୪୩ ହଜାର ୬୦୨
- ମତ ଦେଇଥିଲେ – ୮ ଲକ୍ଷ ୩୯ ହଜାର ୩୮୫
- ଭୋଟଦାନ ହାର – ୭୩.୪୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ହେମେନ୍ଦ୍ର ସିଂ ବିଜେଡି ୪,୨୧,୪୫୮ ୫୦.୨୧% ବିଜୟୀ
ହରିହର କରନ କଂଗ୍ରେସ ୨,୪୦୪୪୧ ୨୮.୬୪% ପରାସ୍ତ
ସୁକାନ୍ତ କୁମାର ପାଣିଗ୍ରାହୀ ବିଜେପି ୧,୦୮,୭୪୪ ୧୨.୯୫% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ହେମେନ୍ଦ୍ର ସିଂ
ଦଳ - ବିଜେଡି
ଭୋଟ - ୪,୨୧,୪୫୮
ପ୍ରତିଶତ - ୫୦.୨୧%
ଫଳାଫଳ - ବିଜୟୀ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ହରିହର କରନ
ଦଳ - କଂଗ୍ରେସ
ଭୋଟ - ୨,୪୦୪୪୧
ପ୍ରତିଶତ - ୨୮.୬୪%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୁକାନ୍ତ କୁମାର ପାଣିଗ୍ରାହୀ
ଦଳ - ବିଜେପି
ଭୋଟ - ୧,୦୮,୭୪୪
ପ୍ରତିଶତ - ୧୨.୯୫%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ହେମେନ୍ଦ୍ର ସିଂ ନିର୍ବାଚନ ଜିତିଥିଲେ
- ୪ ଲକ୍ଷ ୨୧ ହଜାର ୪୫୮ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ହରିହର କରଣଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୮୧ ହଜାର ୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୦ ଲକ୍ଷ ୬୫ ହଜାର ୨୭୯
- ମତ ଦେଇଥିଲେ – ୭ ଲକ୍ଷ ୭ ହଜାର ୭୪୮
- ଭୋଟଦାନ ହାର – ୬୬.୪୪%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରୁଦ୍ରମାଧବ ରାୟ ବିଜେଡି ୩,୧୫,୩୧୪ ୪୪.୫୫% ବିଜୟୀ
ସୁଜିତ୍ କୁମାର ପାଢୀ କଂଗ୍ରେସ ୧,୬୪,୩୦୭ ୨୩.୨୨% ପରାସ୍ତ
ଅଶୋକ ସାହୁ ବିଜେପି ୧,୪୭,୦୨୦ ୨୦.୭୭% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରୁଦ୍ରମାଧବ ରାୟ
ଦଳ - ବିଜେଡି
ଭୋଟ - ୩,୧୫,୩୧୪
ପ୍ରତିଶତ – ୪୪.୫୫%
ଫଳାଫଳ - ବିଜୟୀ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁଜିତ୍ କୁମାର ପାଢୀ
ଦଳ - କଂଗ୍ରେସ
ଭୋଟ - ୧,୬୪,୩୦୭
ପ୍ରତିଶତ - ୨୩.୨୨%
ଫଳାଫଳ - ପରାସ୍ତ