କାହାର ହେବ କନ୍ଧମାଳ ? ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମୈଦାନରେ ଅଛନ୍ତି ରାଜ୍ୟର ତିନି ଦଳର ଟାଣୁଆ ନେତା

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

48

କନକ ବ୍ୟୁରୋ : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଆସନରେ ଚାଲିଛି ମତଦାନ । ତେବେ ୫ ଲୋକସଭା ଆସନରେ ହେଉଥିବା ନିର୍ବାଚନ ମଧ୍ୟରୁ କନ୍ଧମାଳ ଉପରେ ରହିଛି ସାରା ରାଜ୍ୟର ନଜର । ଚଳିତଥର ବିଜେଡି ପକ୍ଷରୁ ଡ.ଅଚ୍ୟୁତ ସାମନ୍ତ, ବିଜେପିର ଐର ଖାରବେଳ ସ୍ୱାଇଁ ଏବଂ କଂଗ୍ରେସରୁ ମନୋଜ କୁମାର ଆଚାର୍ଯ୍ୟ ମୈଦାନରେ ଅଛନ୍ତି । ତେବେ ଆଜି ଏହି ହେଭୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସକାଳ ୭ଟାରୁ ହିଁ ମତଦାତା ନଜର ମତ ସାବ୍ୟସ୍ତ କରୁଛନ୍ତି । କେବଳ ଅପେକ୍ଷା ମେ’୨୩ରେ ଫଳାଫଳକୁ । ତେବେ ଜାଣନ୍ତୁ ଏହି ନିର୍ବାଚନମଣ୍ଡଳି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧୧ ଲକ୍ଷ ୪୩ ହଜାର ୬୦୨
– ମତ ଦେଇଥିଲେ – ୮ ଲକ୍ଷ ୩୯ ହଜାର ୩୮୫
– ଭୋଟଦାନ ହାର – ୭୩.୪୩%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ହେମେନ୍ଦ୍ର ସିଂ ବିଜେଡି ୪,୨୧,୪୫୮ ୫୦.୨୧% ବିଜୟୀ
ହରିହର କରନ କଂଗ୍ରେସ ୨,୪୦୪୪୧ ୨୮.୬୪% ପରାସ୍ତ
ସୁକାନ୍ତ କୁମାର ପାଣିଗ୍ରାହୀ ବିଜେପି ୧,୦୮,୭୪୪ ୧୨.୯୫% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ହେମେନ୍ଦ୍ର ସିଂ
ଦଳ – ବିଜେଡି
ଭୋଟ – ୪,୨୧,୪୫୮
ପ୍ରତିଶତ – ୫୦.୨୧%
ଫଳାଫଳ – ବିଜୟୀ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ହରିହର କରନ
ଦଳ – କଂଗ୍ରେସ
ଭୋଟ – ୨,୪୦୪୪୧
ପ୍ରତିଶତ – ୨୮.୬୪%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୁକାନ୍ତ କୁମାର ପାଣିଗ୍ରାହୀ
ଦଳ – ବିଜେପି
ଭୋଟ – ୧,୦୮,୭୪୪
ପ୍ରତିଶତ – ୧୨.୯୫%
ଫଳାଫଳ – ପରାସ୍ତ
କିଏ ମାରିଥିଲା ବାଜି?
– ବିଜେଡ଼ିର ହେମେନ୍ଦ୍ର ସିଂ ନିର୍ବାଚନ ଜିତିଥିଲେ
– ୪ ଲକ୍ଷ ୨୧ ହଜାର ୪୫୮ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ହରିହର କରଣଙ୍କୁ ପରାସ୍ତ କରିଥିଲେ
– ୧ ଲକ୍ଷ ୮୧ ହଜାର ୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧୦ ଲକ୍ଷ ୬୫ ହଜାର ୨୭୯
– ମତ ଦେଇଥିଲେ – ୭ ଲକ୍ଷ ୭ ହଜାର ୭୪୮
– ଭୋଟଦାନ ହାର – ୬୬.୪୪%

୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରୁଦ୍ରମାଧବ ରାୟ ବିଜେଡି ୩,୧୫,୩୧୪ ୪୪.୫୫% ବିଜୟୀ
ସୁଜିତ୍ କୁମାର ପାଢୀ କଂଗ୍ରେସ ୧,୬୪,୩୦୭ ୨୩.୨୨% ପରାସ୍ତ
ଅଶୋକ ସାହୁ ବିଜେପି ୧,୪୭,୦୨୦ ୨୦.୭୭% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ରୁଦ୍ରମାଧବ ରାୟ
ଦଳ – ବିଜେଡି
ଭୋଟ – ୩,୧୫,୩୧୪
ପ୍ରତିଶତ – ୪୪.୫୫%
ଫଳାଫଳ – ବିଜୟୀ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁଜିତ୍ କୁମାର ପାଢୀ
ଦଳ – କଂଗ୍ରେସ
ଭୋଟ – ୧,୬୪,୩୦୭
ପ୍ରତିଶତ – ୨୩.୨୨%
ଫଳାଫଳ – ପରାସ୍ତ

Comments are closed.