କନକ ବ୍ୟୁରୋ: ଦ୍ୱିତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଅଷ୍ଟ୍ରେଲିଆ ଘରୋଇ ଦଳକୁ ୧୦ ୱିକେଟରେ ପରାସ୍ତ କରିଛି । ବିଶାଖାପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ ଭାରତ ହାରିବା ପରେ ସିରିଜ ବରାବର ହୋଇଛି । ମାତ୍ର ୧୧ ଓଭରରେ ଭ୍ରମଣକାରୀ ଦଳ ସହଜ ବିଜୟ ହାସଲ କରିପାରିଛି ।
ଭାରତ ପ୍ରଥମେ ବ୍ୟାଟିଂ କରି ୧୧୭ ରନରେ ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ କଙ୍ଗାରୁ ଦଳ ୩୯ ଓଭର ପୂର୍ବରୁ ମ୍ୟାଚକୁ ନିଜ ହାତକୁ ନେଇଛି । ଟ୍ରାଭିସ୍ ହେଡ୍ ଅପରାଜିତ ୫୧ ରନ କରିଥିବା ବେଳେ ମିଚେଲ ମାର୍ଶ ୬୬ ରନର ଇନିଂସ ଖେଳିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/hdhdh-3.jpg)