କନକ ବ୍ୟୁରୋ: ସମାଜ କଲ୍ୟାଣ ସଂସ୍ଥାନ ‘ଆଶ୍ରୟ’ର ୨୮ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଛି । ଏହି ଉତ୍ସବରେ ବିଜୟା ମିଶ୍ରଙ୍କ କବିତା ସଙ୍କଳନ ‘ଉତ୍ତରଣ’ ଲୋକାର୍ପିତ ହୋଇଛି । ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହା ଲୋକାର୍ପିତ ହୋଇଛି ।
ଉତ୍ତରଣ ହେଉଛି ମାନବ ଜୀବନର ଆଧ୍ୟାତ୍ମିକ ଶୀର୍ଷରୋହଣ ଉତ୍ତରଣ ପ୍ରାଣକେନ୍ଦ୍ର । ଏଥିରେ ଥିବା କବିତା ସମୂହ ଜୀବନର ଆଧ୍ୟାତ୍ମିକ ଉପଲବ୍ଧିର ଅନ୍ତଃସ୍ୱର । ଏହାର ଅନୁପ୍ରେରଣା ମଣିଷ ଜୀବନର ଲକ୍ଷ୍ୟ ସ୍ଥିର କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/ashrayaa.jpg)