କନକ ବ୍ୟୁରୋ : ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ମ୍ୟାଚରେ ବାଂଲାଦେଶ ମଧ୍ୟମ ଧରଣର ପ୍ରଦର୍ଶନ କରିଛି । ଟସ୍ ଜିତି ପ୍ରଥମେ ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଥିଲେ ବି ୧୦ ଓଭର ପରେ ବାଂଲାଦେଶ ଟିମ୍ ଭାରତୀୟ ବୋଲରଙ୍କ ଆଗରେ ଏକ ପ୍ରକାର ହାର ମାନିଥିଲେ । ବ୍ୟାଟିଂ ବିପର୍ଯ୍ୟସ୍ତ ସତ୍ୱେ ବାଂଲାଦେଶ ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ ୮ ୱିକେଟ ହରାଇ କରି ଭାରତ ସାମ୍ନାରେ ୨୫୭ ରନର ଟାର୍ଗେଟ ରଖିଛି । ବାଂଲାଦେଶ ତରଫରୁ ଲିଟନ ଦାସ ଅର୍ଦ୍ଧଶତକ କରିଛନ୍ତି ।
ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା । ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୫୭ ରନର ଟାର୍ଗେଟ ଦେଲା ବାଂଲାଦେଶ
/kanak/media/post_attachments/wp-content/uploads/2023/10/Capture-28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)