ପେଟର ଚର୍ବି କମାଇବାକୁ ଚାହୁଁଥିଲେ , ଶୋଇବା ପୂର୍ବରୁ କରନ୍ତୁ ଏଭଳି ମାଲିସ୍ !

ପେଟର ଚର୍ବି କମାଇବାକୁ ଚାହୁଁଥିଲେ , ଶୋଇବା ପୂର୍ବରୁ କରନ୍ତୁ ଏଭଳି ମାଲିସ୍ !

source : DailyHealthPost

ପେଟରେ ଚର୍ବି ଜମିବା ଆଜିକାଲି ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା। ପେଟ ବଢ଼ି ଗଲେ ସମ୍ପୁର୍ଣ୍ଣ ଶରୀରର ଆକର୍ଷଣତା କମିଯାଏ। ଏହି ସମସ୍ୟା ଉଭୟ ପୁରୁଷ ଏବଂ ନାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବହୁତ ଲୋକ ଏମିତି ବି ଅଛନ୍ତି ଶରୀର ଠିକ୍ ଥାଏ , ମାତ୍ର ପେଟ ବଡ଼ ହେତୁ ମୋଟା ଦିଶନ୍ତି। ଏପରି ସମସ୍ୟାର ସମାଧାନ ବି ଆମ ନିକଟରେ ଅଛି। କେବଳ ଆପଣ ମାଲିସ୍ କୌଶଳ ଶିଖି ଗଲେ ଘରେ ରହି ନିଜ ପେଟର ଚର୍ବି ଖସାଇ ପାରିବେ। ତେବେ, ଚାଲନ୍ତୁ ଜାଣିବା ରାତିରେ ପେଟ କମାଇବା ପାଇଁ କେଉଁ ଧରଣର ମାଲିସ୍ କରିବାକୁ ହେବ।

publive-image

1.ପ୍ରଥମେ ଉପରକୁ ମୁହଁ କରି ଶୋଇ ରହନ୍ତୁ।

2.ତା’ପରେ ନିଜର ଦୁଇ ପାପୁଲିକୁ ଘସି ଘସି ଗରମ କରନ୍ତୁ।

3.ସେହି ଗରମ ପାପୁଲିକୁ ନିଜ ପେଟର ଅଗ୍ର ଭାଗରେ ରଖନ୍ତୁ।

4.ଧୀରେ ଧୀରେ ପେଟରେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ।

5.ପେଟରେ ଧୀରେ ଧୀରେ ଚାପ ପକାନ୍ତୁ ।

6.ଏହିପରି ପ୍ରାୟ ୪ ରୁ ୫୦ ଥର କିମ୍ବା ୨ ମିନିଟ୍ ଧରି କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe