ଟ୍ରାକରୁ ଉଠିଲା ୨୧ ବଗି । ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ । ଚାଲିଛି ବିଦ୍ୟୁତ୍ ଖୁଣ୍ଟ ଓ ଲାଇନ ମରାମତି କାମ ।

Advertisment
ଟ୍ରାକରୁ ଉଠିଲା ୨୧ ବଗି । ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ । ଚାଲିଛି ବିଦ୍ୟୁତ୍ ଖୁଣ୍ଟ ଓ ଲାଇନ ମରାମତି କାମ ।

କନକ ବ୍ୟୁରୋ: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରୁ ଉଠାଗଲା ବଗି ।  ଏବେବି ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଏବେ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି କାମରେ ଲାଗିଛନ୍ତି କର୍ମଚାରୀ । କେତେ ଶୀଘ୍ର କାମ ଶେଷ ହେବ ସେନେଇ ଉଦ୍ୟମ ଚଳାଇଛନ୍ତି । ବଡ଼ ଦୁର୍ଘଟଣା ହୋଇଥିବାରୁ କେବେ ସୁଦ୍ଧା କାମ ଶେଷ ହେବ ସେନେଇ ସଠିକ୍ ସମୟ କହିହେବ ନାହିଁ ବୋଲି କହିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe