କନକ ବ୍ୟୁରୋ: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରୁ ଉଠାଗଲା ବଗି । ଏବେବି ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଏବେ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି କାମରେ ଲାଗିଛନ୍ତି କର୍ମଚାରୀ । କେତେ ଶୀଘ୍ର କାମ ଶେଷ ହେବ ସେନେଇ ଉଦ୍ୟମ ଚଳାଇଛନ୍ତି । ବଡ଼ ଦୁର୍ଘଟଣା ହୋଇଥିବାରୁ କେବେ ସୁଦ୍ଧା କାମ ଶେଷ ହେବ ସେନେଇ ସଠିକ୍ ସମୟ କହିହେବ ନାହିଁ ବୋଲି କହିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ।
ଟ୍ରାକରୁ ଉଠିଲା ୨୧ ବଗି । ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ । ଚାଲିଛି ବିଦ୍ୟୁତ୍ ଖୁଣ୍ଟ ଓ ଲାଇନ ମରାମତି କାମ ।
/kanak/media/post_attachments/wp-content/uploads/2023/06/8-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)