ଭୋଟ୍ ଦେଉଛି ଓଡିଶା । ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ । ଝାରସୁଗୁଡାରେ ସର୍ବାଧିକ ଓ ବଲାଙ୍ଗୀରରେ ସର୍ବନିମ୍ନ ଭୋଟିଂ । 

Advertisment
ଭୋଟ୍ ଦେଉଛି ଓଡିଶା । ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ । ଝାରସୁଗୁଡାରେ ସର୍ବାଧିକ ଓ ବଲାଙ୍ଗୀରରେ ସର୍ବନିମ୍ନ ଭୋଟିଂ । 

କନକ ବ୍ୟୁରୋ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା । ଏଥିପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ (୧୭.୧୬ପ୍ରତିଶତ) ଭୋଟିଂ ହୋଇଛି । ସେହିପରି ବରଗଡରେ-୨୨.୦୬%, ବୌଦ୍ଧରେ ୨୧.୭୫%, ଗଞ୍ଜାମରେ ୨୧.୯୮%, କନ୍ଧମାଳରେ ୧୯.୩୫%, ନୟାଗଡରେ ୨୦,୯୭%, ସୁବର୍ଣ୍ଣପୁରରେ ୨୦% ଭୋଟିଂ ହୋଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe