୨୩ରେ ଆସିବ ୧୯ ମହାପରୀକ୍ଷାର ଫଳାଫଳ । ଓଡ଼ିଶାର ୬୩ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି ।

Advertisment
୨୩ରେ ଆସିବ ୧୯ ମହାପରୀକ୍ଷାର ଫଳାଫଳ । ଓଡ଼ିଶାର ୬୩ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି ।

କନକ ବ୍ୟୁରୋ: ଆସନ୍ତା ୨୩ରେ ଘୋଷଣା ହେବ ୧୯ ଯୁଦ୍ଧର ବିଧିବଦ୍ଧ ଫଳାଫଳ । ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ୧୪୬ଟି ବିଧାନସଭା ଆସନରେ କିଏ ପାଇବ କେତେ ସିଟ୍ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ୩୦ ଜିଲ୍ଲାର ମୋଟ୍ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

publive-imageସେପଟେ ଭୋଟ୍ ଗଣତିବେଳେ କୌଣସି ପ୍ରକାର ବିଶୃଙ୍ଖଳା ଏଡ଼ାଇବାକୁ ରାଜ୍ୟ ପୋଲିସ୍ ପ୍ରଶାନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ସେହିପରି ଇଭିଏମରେ ସିଲ୍ ହୋଇଥିବା ନେତାଙ୍କ ଭାଗ୍ୟ କ’ଣ ହେବ ତାହା ୨୩ରେ ତାରିଖ ଦିନ ଜଣାପଡ଼ିବ । ତେବେ ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ କେଉଁଠି ହେବ ମତଗଣନା ।

publive-imagepublive-imagepublive-imagepublive-imagepublive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe