କନକ ବ୍ୟୁରୋ: ଆସନ୍ତା ୨୩ରେ ଘୋଷଣା ହେବ ୧୯ ଯୁଦ୍ଧର ବିଧିବଦ୍ଧ ଫଳାଫଳ । ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ୧୪୬ଟି ବିଧାନସଭା ଆସନରେ କିଏ ପାଇବ କେତେ ସିଟ୍ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ୩୦ ଜିଲ୍ଲାର ମୋଟ୍ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ସେପଟେ ଭୋଟ୍ ଗଣତିବେଳେ କୌଣସି ପ୍ରକାର ବିଶୃଙ୍ଖଳା ଏଡ଼ାଇବାକୁ ରାଜ୍ୟ ପୋଲିସ୍ ପ୍ରଶାନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ସେହିପରି ଇଭିଏମରେ ସିଲ୍ ହୋଇଥିବା ନେତାଙ୍କ ଭାଗ୍ୟ କ’ଣ ହେବ ତାହା ୨୩ରେ ତାରିଖ ଦିନ ଜଣାପଡ଼ିବ । ତେବେ ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ କେଉଁଠି ହେବ ମତଗଣନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/MATAGANANA-UP.jpg)
/kanak/media/post_attachments/wp-content/uploads/2019/05/60794979_364831830810929_7609627191659200512_n.jpg)
/kanak/media/post_attachments/wp-content/uploads/2019/05/60589447_2341618379440935_3698742968216190976_n.jpg)
/kanak/media/post_attachments/wp-content/uploads/2019/05/60906003_765620080501576_8779063635793149952_n.jpg)
/kanak/media/post_attachments/wp-content/uploads/2019/05/60815435_605588386619879_4717412767336759296_n.jpg)
/kanak/media/post_attachments/wp-content/uploads/2019/05/60763797_828321647541865_6460746538313318400_n.jpg)