କନକ ବ୍ୟୁରୋ : ଗଭୀର ସମୁଦ୍ରରୁ ଅଳ୍ପକେ ବର୍ତ୍ତିଲେ ୨୦ ମତ୍ସ୍ୟଜୀବୀ । ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ସମୁଦ୍ରରେ ବୋଟ୍ ଭାଙ୍ଗିଯିବାରୁ ଫଶିଥିଲେ ମତ୍ସ୍ୟଜୀବୀ । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ସଲଗ୍ନ ଅଞ୍ଚଳରୁ ସାଗର ଦ୍ୱୀପପୁଞ୍ଜ ଠାରୁ ୯୦ ନଟିମାଇଲ ଦୂରରେ ବୋଟ ଠାବ ହୋଇଥଲା । ମାଲେସିଆରୁ କୋଲକତା ଯାଉଥିବା ଜାହାଜକୁ  ଡ଼ାଇଭର୍ଟ କରି ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ଼ ।

Advertisment