କନକ ବ୍ୟୁରୋ : ରାଜ୍ୟରେ ଯୁକ୍ତଦୁଇର ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କଳା ବିଭାଗର ପାସ ହାର ୮୦.୯୫ ଥିବା ବେଳେ ବାଣିଜ୍ୟ ବିଭାଗର ପାସ ହାର ୮୨.୨୭ ପ୍ରତିଶତ ରହିଛି । ସେହିଭଳି ବିଜ୍ଞାନ ବିଭାଗର ପାସ୍ ହାର ୮୬.୯୩ ପ୍ରତିଶତ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ପାସ ହାର ରହିଛି ୬୮.୦୨ ପ୍ରତିଶତ ।
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୮.୦୨ ପ୍ରତିଶତ
/kanak/media/post_attachments/wp-content/uploads/2024/05/Capture-45.jpg)