କାମାକ୍ଷାନଗରରେ ଖସିଲା ବିମାନ, ୨ ମୃତ: ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା; ମୃତକଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବା ସୂଚନା

Advertisment
କାମାକ୍ଷାନଗରରେ ଖସିଲା ବିମାନ, ୨ ମୃତ: ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା; ମୃତକଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବା ସୂଚନା

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ବିମାନ ଖସି ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ପାଇଲଟଙ୍କ ସହ ଜଣେ ଛାତ୍ରୀ ଅଛନ୍ତି । ବିମାନଟି ପ୍ରାୟ ୩- ଫୁଟ ତଳକୁ ଖସିପଡିଥିଲା । ଉଭୟଙ୍କୁ କାମାକ୍ଷାନଗର ମେଡିକାଲ ଅଣାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe