ଅଗଷ୍ଟ ୧୨ରେ ବାହାରିବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ । ଦିନ ସାଢେ ୧୨ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ

957

କନକ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ଫଳ ନେଇ ବର୍ତ୍ତମାନ ସମୟର ସବୁଠାରୁ ଇଙ୍ଗ ଖବର । ଆସନ୍ତା ୧୨ ତାରିଖରେ ବାହାରିବ ପ୍ଲସ ୨ ବିଜ୍ଞାନ ପରୀକ୍ଷା ଫଳ । ଅଗଷ୍ଟ ୧୨ ତାରିଖରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ । ୧୨ ତାରିଖ ସାଢେ ୧୨ଟା ବେଳେ ରେଜଲ୍ଟ ବାହାରିବ ।

ତେବେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ବଡ କଥା ହେଉଛି ଅଗଷ୍ଟ ୩ୟ ସପ୍ତାହରେ ବାଣିଜ୍ୟ ଏବଂ ମାସ ଶେଷ ସୁଦ୍ଧା କଳା ବିଭାଗର ଫଳ ପ୍ରକାଶ ପାଇବ ।

Comments are closed.