ପ୍ରକାଶ ପାଇଲା +୨ ରେଜଲ୍ଟ । ଏକା ସମୟରେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ।

ପ୍ରକାଶ ପାଇଲା +୨ ରେଜଲ୍ଟ । ଏକା ସମୟରେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସମୟରେ ପ୍ରକାଶ ପାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୮୦.୯୫ ପ୍ରତିଶତ ପାସ୍ ହାର ରହିଥିବାବେଳେ , କମର୍ସରେ ୮୨.୨୭ ପ୍ରତିଶତ, ବିଜ୍ଞାନରେ ୮୬.୯୦ ପ୍ରତିଶତ ରେଜଲ୍ଟ ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ www.orissaresults.nic.in ରେ ପୁରା ରେଜଲ୍ଟ ଉପଲବ୍ଧ ହେବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe