କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ର ପ୍ରାକ୍ଟିକାଲ ପରୀକ୍ଷା । ଏହା ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଏହି ପରୀକ୍ଷା ଜାନୁଆରୀ ୧୮ରୁ ୨୭ ମଧ୍ୟରେ ହେବା ପାଇଁ ସ୍ଥିର ହୋଇଥିଲା । ଯୁକ୍ତ ୨ର ଥିଓରୀ ପରୀକ୍ଷା ମାର୍ଚ୍ଚ ୬ରୁ ୨୮ ମଧ୍ୟରେ ହେବ ।
ଚଳିତ ବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ ବିଭାଗରେ ମୋଟ ୩ ଲକ୍ଷ ୮୦ ହଜାର୮୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/CHSE-Practical-Exams.jpg)