ଭୋଟ ପୂର୍ବରୁ ଆଠଗଡ଼ ମାଣତ୍ରୀ ଗାଁରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ୨ ଜଣଙ୍କୁୁ ଅଟକ ରଖିଲେ ଗ୍ରାମବାସୀ

Advertisment
ଭୋଟ ପୂର୍ବରୁ ଆଠଗଡ଼ ମାଣତ୍ରୀ ଗାଁରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ୨ ଜଣଙ୍କୁୁ ଅଟକ ରଖିଲେ ଗ୍ରାମବାସୀ

କନକ ବ୍ୟୁରୋ : ଆଠଗଡର ଖୁଣ୍ଟୁଣି ଥାନା କଣ୍ଡରେଇ ପଞ୍ଚାୟତରେ ଟଙ୍କା ବାଣ୍ଟିବାକୁ ନେଇ ଉତ୍ତେଜନା । ଖୁଣ୍ଟୁଣି ମାଣତ୍ରୀ ଗାଁରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଗାଡି ଭଙ୍ଗାରୁଜା ବି ହୋଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ ଅଛନ୍ତି । ଖବର ଅନୁସାରେ, ଗତକାଲି ରାତିରେ କିଛି ଲୋକ ଗାଁକୁ ଟଙ୍କା ବାଣ୍ଟିବାକୁ ଆସିଥିଲେ । ଆଉ ଲୋକେ ଏହା ଜାଣିବା ପରେ ୨ ଜଣଙ୍କୁ ଅଟକ ରଖିଥିଲେ । ଏହି ଅଞ୍ଚଳରେ ଆସନ୍ତାକାଲି ପଞ୍ଚାୟତ ଭୋଟ ହେବାର ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe