କନକ ବ୍ୟୁରୋ : ଓଡିଶା ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଏବଂ ସ୍ପିନର କ୍ରିଷ୍ନା ପଲାଇଙ୍କୁ ୨ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି ବିସିସିଆଇ । ବୟସ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗରେ ଏହି ୨ଜଣ କ୍ରିକେଟରଙ୍କୁ ବାସନ୍ଦ କରାଯାଇଛି । ବାସନ୍ଦ କାରଣରୁ ସୟଦ ମୁସ୍ତାକ ଅଲ୍ଳି ଟ୍ରଫିରୁ ବାଦ ପଡିଛନ୍ତି ରାଜେଶ ।
ରାଜେଶ ଅଣ୍ଡର ୧୯ ଏସିଆ କପ ଖେଳିଥିବାବେଳେ ଚଳିତ ବିଜୟ ହଜାରେ ଟ୍ରଫିରେ ଭଲ ଫର୍ମରେ ଥିଲେ । ଦୁଇ ଯୁବ ଖେଳାଳିଙ୍କୁ ମହଙ୍ଗା ପଡିଛି ଏହି ବୟସ ଜାଲିଆତି । ତେବେ ପୂର୍ବରୁ ମଧ୍ୟ ବୟସ ଜାଲିଆତି ମାମଲାରେ ଓଡିଶାର କେତେକ ଖେଳାଳୀ ବାସନ୍ଦ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/cricket.png)