ଭାରତୀୟ ନୌସେନା ପକ୍ଷରୁ ଆବେଦନ ପାଇଁ ନୋଟିଫିକେସନ୍ ଜାରୀ କରାଯାଇଛି । ଏଥି ଅନୁଯାୟୀ କାର୍ଯ୍ୟକାରୀ ଶାଖା (ଲଜିଷ୍ଟିକ୍ସ ଏବଂ ଲ କେଡର) ଅଧିକାରୀ ପଦବୀ ପାଇଁ ଭ୍ୟାକେନ୍ସି ବାହାରି ଯାଇଛି । ଉଭୟ ପୁରୁଷ/ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ପଦବୀ ବାହାରିଛି । ସର୍ଟ ସର୍ଭିସ୍ କମିଶନ (ଏସଏସସି) ଅଧିକାରୀ ରୂପରେ ଦିଆଯିବ । ଏହି ଭର୍ତ୍ତିି ପାଇଁ ଅନଲାଇନ୍ ଆବେଦନ ଆଗାମୀ ବର୍ଷ ଜୁଲାଇ ୨୦୧୯ ରୁ ହେବାକୁ ଯାଉଛି । କେରଳର ଭାରତୀୟ ସେନା ଏକାଡେମୀ ,ଏଝିମାଲାରେ ଆରମ୍ଭ ହେବାକୁ ଯାଉଥିବା କୋର୍ସରେ ଆବେଦନ କରିବାକୁ ଚାହାନ୍ତି । ତେବେ ଆପଣଙ୍କୁ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ପଦ ସଂଖ୍ୟା : ୩୫
ପଦ ନାମ : ଏସଏସସି (ଲଜିଷ୍ଟିକ୍ସ) (ଉଭୟ ମହିଳା ଏବଂ ପୁରୁଷ) -୨୦
ଏସଏସସି ଏକ୍ସ (ଆଇଟି) (ପୁରୁଷ)-୧୫
ଏସଏସସି (ଲ)- (ଉଭୟ ମହିଳା ଏବଂ ପୁରୁଷ)-୨
ଯୋଗ୍ୟତା : ଏସଏସସି (ଲଜିଷ୍ଟିକ୍ସ) ଉପଯୁକ୍ତ ପ୍ରାର୍ଥୀ ୬୦ ପ୍ରତିଶତ ମାର୍କ ସହିତ ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା ଏସଏସସି ବିଇ/ବିଟେକ୍ ,ଏମବିଏ,ବିଏସସି/ବିକମ୍/ବିଏସସି(ଆଇଟି),ଏମସିଏ,ବି.ଆର୍କିଟେକ୍ଚରର ଡିଗ୍ରୀ ହାସଲ କରିବା ଆବଶ୍ୟକ । ୧୮ ନଭେମ୍ବରରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ସାକ୍ଷାତକାର ବାଙ୍ଗାଲୋର,ଭୋପାଲ,କୋୟଂବଟୁର,ବିଶାଖାପାଟଣା ଏବଂ କଲିକତାରେ ଆୟୋଜିତ ହେବ ।
ଦରମା : ୫୬,୧୦୦ ରୁ ଆରମ୍ଭ କରି ୨,୧୨,୪୦୦ ପର୍ଯ୍ୟନ୍ତ ରହିଛି ।
କିଭଳି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ www.joinindiannavy.gov.in ୱେବସାଇଟ୍ ରେ ଯାଇ ଆବେଦନ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Passing-2Bout-2BParade-2BSpring-2BTerm-2B2017-2Bat-2BIndian-2BNaval-2BAcademy.3.jpg)
/kanak/media/post_attachments/wp-content/uploads/2018/09/hqdefault-6-300x225.jpg)