ଭୁବନେଶ୍ୱର ପଳାଶୁଣୀରେ ଦୁର୍ଘଟଣା,୨ ମୃତ । ବ୍ୟକ୍ତିଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡି ନେଲା ଅଜଣା ଗାଡି ।

Advertisment
ଭୁବନେଶ୍ୱର ପଳାଶୁଣୀରେ ଦୁର୍ଘଟଣା,୨ ମୃତ । ବ୍ୟକ୍ତିଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡି ନେଲା ଅଜଣା ଗାଡି ।

କନକ ବ୍ୟୁରୋ: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମମନ୍ତୁଦ ଦୁର୍ଘଟଣା । ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଏପରିକି ଗାଡିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡି ନେଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବ. ଦମ୍ପତ୍ତି ସକାଳୁ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ପଳାଶୁଣୀରେ ବସ୍ ଓହ୍ଲାଇ ଘରକୁ ଫେରୁଥିଲେ । ରାସ୍ତା ପରିହେବାବେଳେ ଧକ୍କା ଦେଲା ଗାଡି । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe