କନକ ବ୍ୟୁରୋ : ଓଡିଶାରେ ହେବ ବିଜେପିର ସମରସଜ୍ଜା । ଆସନ୍ତା ୧୫ ଓ ୧୬ରେ ବିଜେପିର ଜାତୀୟ କାର୍ଯ୍ୟାକାରୀଣି ବୈଠକ । ଭୁବନେଶ୍ୱର ବୈଠକରେ ସାମିଲ ହେବେ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତୃମଣ୍ଡଳୀ । ଜାତୀୟ କାର୍ଯ୍ୟକାରୀଣି ବୈଠକକୁ ସଫଳ କରିବା ପାଇର୍ ଆଜି ବିଜେପି କାର୍ଯ୍ୟାଳୟରେ ବସିବ ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂ ।
ଆସନ୍ତା ୧୫ ଓ ୧୬ ତାରିଖରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ! ଆଜି ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
/kanak/media/post_attachments/wp-content/uploads/2017/03/vlcsnap-2017-03-26-07h31m48s124.png)