ରଜ ପରେ ଆସିବ ରେଜଲ୍ଟ । ଜୁନ୍ ୧୭ କିମ୍ବା ୧୮ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଫଳ ।

Advertisment
ରଜ ପରେ ଆସିବ ରେଜଲ୍ଟ । ଜୁନ୍ ୧୭ କିମ୍ବା ୧୮ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଫଳ ।

କନକ ବ୍ୟୁରୋ : ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ । ଆସନ୍ତା ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ । ଗତ ସପ୍ତାହରେ ଖାତା ଦେଖା ଶେଷ ହୋଇଥିଲା । ଗତ ୩ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ ପାଇଥିଲା । ତେବେ ରଜ ପରେ ଗୋଟିଏ ଦିନରେ ହିଁ +୨ କଳା ଏବଂ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe