କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରେ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ । ୩୨ ବର୍ଷିୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ । ଆକ୍ରାନ୍ତ ଯୁବକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର । ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ।
One 32 years male from Kendrapada who had returned from Dubai on 24 March is confirmed positive for COVID-19.
— H & FW Dept Odisha (@HFWOdisha) April 6, 2020
ତେବେ କେନ୍ଦ୍ରାପଡାରୁ ନୂଆ ମାମଲା ଆସିବା ପରେ ବର୍ତ୍ତମାନ ରାଜ୍ୟରେ ୪୦କୁ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଏକାସାଙ୍ଗରେ ୧୮ ପଜିଟିଭ ବାହାରିବା ପରେ ଚିନ୍ତା ବଢିଥିଲା । ଭୁବନେଶ୍ୱର ବମିଖାଲରେ ୧୬ ପଜିଟିଭ ଚିହ୍ନଟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/KENDRAPADA-CORONA.jpg)