ସାଇଲେଣ୍ଟ ହାର୍ଟ ଆଟାକ ପୂର୍ବରୁ ଶରୀର ଦେଇଥାଏ ଏହି ସଙ୍କେତ ! ଅଣଦେଖା କଲେ ଭୟଙ୍କର ଅସୁବିଧାରେ ପଡିପାରନ୍ତି ।

ସାଇଲେଣ୍ଟ ହାର୍ଟ ଆଟାକ ପୂର୍ବରୁ ଶରୀର ଦେଇଥାଏ ଏହି ସଙ୍କେତ ! ଅଣଦେଖା କଲେ ଭୟଙ୍କର ଅସୁବିଧାରେ ପଡିପାରନ୍ତି ।

source : edoriumjournals.com

ଆପଣ କେବେହେଲେ ଭାବିନଥିବେ କିନ୍ତୁ ଆପଣଙ୍କ ଅଜାଣତରେ ଆପଣଙ୍କୁ ହାର୍ଟ ଆଟାକ ଆସିପାରେ । ବେଳେ ବେଳେ ଏପରି ହୋଇଥାଏ । ଏବଂ ଏହାକୁ ସାଇଲେଣ୍ଟ ହାର୍ଟ ଆଟାକ କୁହାଯାଇଥାଏ । ଏବଂ ଏହି ହାର୍ଟ ଆଟାକ କାହାକୁ ବି ମଧ୍ୟ ଆସିପାରେ । ଡାଇବେଟିସ ରୋଗୀଙ୍କ ପାଖରେ ଏପରି ହେବାର ସମ୍ଭାବନା ଅଧିକ ରହିଥାଏ । ସାଇଲେଣ୍ଟ ହାର୍ଟ ଆଟାକରେ ହାର୍ଟ ଫେଲ ହେବାର ଅଧିକ ସମ୍ଭାବନା ରହିଥାଏ । ତେବେ କିପରି ଏହି ମାରାତ୍ମକ ରୋଗକୁ ଚିହ୍ନଟ କରିବେ ।

publive-image

ସାଇଲେଣ୍ଟ ହାର୍ଟ ଆଟାକକୁ ସାଇଲେଣ୍ଟ ମାୟୋକାର୍ଡିଆଲ ଇନଫ୍ରାକସନ କୁହାଯାଇଥାଏ । ଏଥିରେ କୌଣସି ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିଲେ ମୁଣ୍ଡରେ ବଥା ହୋଇଥାଏ । କିନ୍ତୁ ହାର୍ଟ ଆଟାକ ଜଣାପଡିନଥାଏ ।

ସାଇଲେଣ୍ଟ ହାର୍ଟ ଆଟାକର ୫ଟି କାରଣ :

୧. ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା

୨. ବ୍ୟାୟାମ କିମ୍ବା ଶରୀରକୁ ଉପଯୁକ୍ତ କାର୍ୟ୍ୟକ୍ଷମ ନକରାଇଲେ

୩. ମଦ କିମ୍ବା ସିଗାରେଟ ସେବନ କଲେ

୪. ଡାଇବେଟିସ କିମ୍ବା ମୋଟାପଣ

୫. ଅଧିକ ଚିନ୍ତା କରିବା କିମ୍ବା ଟେନସନରେ ରହିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe