ବୈଜ୍ଞାନିକଙ୍କ ଦ୍ୱାରା ହେଲା ଏଭଳି ଚମତ୍କାର ଯାହା ପୂର୍ବରୁ କେବେ ହୋଇନଥିଲା ! କ’ଣ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

Advertisment
ବୈଜ୍ଞାନିକଙ୍କ ଦ୍ୱାରା ହେଲା ଏଭଳି ଚମତ୍କାର ଯାହା ପୂର୍ବରୁ କେବେ ହୋଇନଥିଲା ! କ’ଣ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

Twitter

ଆପଣମାନେ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଅଙ୍ଗପ୍ରତ୍ୟଙ୍ଗର ଆଦାନ ପ୍ରଦାନ ବିଷୟରେ ଶୁଣିଥିବେ କିନ୍ତୁ ମନର ଭାବନା ବା ଚିନ୍ତାଧାରାର ଆଦାନ ପ୍ରଦାନ ବିଷୟରେ କେବେ ଶୁଣିଛନ୍ତି କି? ଚିନ୍ତାରେ ପଡିଗଲେ ନା ଯେ ଆମେ ଏଭଳି ପ୍ରଶ୍ନ ଆପଣଙ୍କୁ କାହିଁକି ପଚାରୁଛୁ । ପ୍ରକୃତ କଥା ହେଉଛି ବିଜ୍ଞାନ ଦ୍ୱାରା କୌଣସି ସମସ୍ୟା ଅସମ୍ଭବ ନଥିବା ଭଳି ଏହା ମଧ୍ୟ ସମ୍ଭବ ହୋଇଯାଇଛି । ଆପଣଙ୍କୁ ଯଦି ଏହି କଥା ଉପରେ ବିଶ୍ୱାସ ହେଉନାହିଁ ତେବେ ପଢନ୍ତୁ ପୁରା ରିପୋର୍ଟ ।

publive-image

ଏହାକୁ ବିଜ୍ଞାନର ସବୁଠାରୁ ବଡ ସଫଳତା ବୋଲି କୁହାଯିବ କାରଣ ଏହା ପୂର୍ବରୁ ଏଭଳି କିଛି ନା ଶୁଣାଯାଇଛି ନା ଦେଖାଯାଇଛି । ବୈଜ୍ଞାନିକମାନେ ସଫଳତା ପୂର୍ବକ ମଣିଷର ଚିନ୍ତାଧାରାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି । ବୈଜ୍ଞାନିକମାନେ ଏହାର ପରୀକ୍ଷା ସମୁଦ୍ର ଜୀବଙ୍କ ଉପରେ କରିଥିଲେ । ବୈଜ୍ଞାନିକମାନଙ୍କ କହିବାନୁସାର ଏହା ଭବିଷ୍ୟତରେ ଅଲ୍ଲଜାଇମ୍ ଭଳି ମାରାତ୍ମକ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଇପାରିବ । ଆମେରିକାର କ୍ୟାଲିଫର୍ଣ୍ଣିଆ ୟୁନିଭର୍ସିଟି ଏହି ପରୀକ୍ଷଣ କରାଯାଇଥିବା ବେଳେ ଲସ୍ ଏଞ୍ଜେଲସର ବୈଜ୍ଞାନିକମାନେ ଏହି ପରୀକ୍ଷା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe