ବିବାହ ପରେ ମା’ ବାପାର ଡାକ ଶୁଣିବାକୁ ପ୍ରତିଟି ଦମ୍ପତିଙ୍କ ମନରେ ଇଚ୍ଛା ଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଦମ୍ପତି ଏହି ସୁଖରୁ ବଚିଂତ ହୁଅନ୍ତି ଏବଂ ସମାଜ,ପରିବାରରୁ ବିଭିନ୍ନ ଗଞ୍ଜଣା ଶୁଣନ୍ତି । ଅନେକ ଚେଷ୍ଟା ପରେ ମଧ୍ୟ କୋଳରେ ପିଲାଟିଏ ନ ଆସିବାର ଦୁଃଖ ଜଣେ ମା’ଠାରୁ ଅଧିକ କିଏ ବା ଜାଣିବ । ତେବେ ଡାକ୍ତରଙ୍କ ପରାମର୍ଶ ଏଥିପାଇଁ ନିହାତି ଆବଶ୍ୟକ କିନ୍ତୁ ଚେଷ୍ଟା କରି ମଧ୍ୟ ଯଦି କିଛି ଉପଶମ ମିଳୁନାହିଁ ତେବେ ଆପଣ ଆୟୁର୍ବେଦିକ କିମ୍ବା ଘରୋଇ ଉପାୟରେ ଆଉ ଥରେ ଚେଷ୍ଟା କରିପାରିବେ । ଆପଣଙ୍କୁ ଏଠାରେ କହିରଖୁଛୁ ଆମେ କୌଣସି ଡାକ୍ତର ନାହୁଁ କିନ୍ତୁ ଯଦି ଆମ ଲେଖା ମାଧ୍ୟମରେ ଆପଣଙ୍କ ସମସ୍ୟାର କିଛି ସମାଧାନ କରିପାରୁ ତେବେ ଆମ ଲେଖିବା ପରିଶ୍ରମ ସାର୍ଥକ ହେବ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି କିଛି ମଞ୍ଜି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇପାରିବ ।
୧ . ଗାଜର :
ଯେଉଁ ମହିଳାଙ୍କ ଗର୍ଭରେ ସନ୍ତାନ ରହିବାରେ ଅସୁବିଧା ଉପୁଜେ ଉକ୍ତ ମହିଳାଙ୍କୁ ଏଭଳି ଗାଜର ମଞ୍ଜିର ଧୂଆଁ ଦିଅନ୍ତୁ ଯେଭଳି ଏହି ଧୂଆଁ ଗର୍ଭାଶୟ ଭିତରକୁ ପ୍ରବେଶ କରିପାରିବ । ଏଥିପାଇଁ ଜଳୁଥିବା କୋଇଲା ଉପରେ ଗାଜର ମଞ୍ଜି ପକାନ୍ତୁ । ଏଥିରୁ ଯେଉଁ ଧୂଆଁ ବାହାରିବ ତାକୁ ମହିଳାଙ୍କୁ ଦିଅନ୍ତୁ । ଅଥବା ପ୍ରତିଦିନ ମହିଳାଙ୍କୁ ଗାଜର ରସ ପିଇବାକୁ ଦିଅନ୍ତୁ । ଏଥିରେ ବନ୍ଧ୍ୟାପଣ ସମସ୍ୟା ଚାଲିଯାଇଥାଏ ଏବଂ ମହିଳାଙ୍କୁ ଗର୍ଭବତୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
୨ . ଜୁଆଁଣି :
ମାସିକ ଧର୍ମ ଶେଷ ହେବାର ୮ ଦିନ ପରେ ନିତ୍ୟ ଜୁଆଁଣି ସହ ମିଶ୍ରି ୨୫-୨୫ ଗ୍ରାମ୍ ନେଇ ୧୨୫ ମିଲିଲିଟର ପାଣିରେ ରାତି ସମୟରେ ମାଟିପାତ୍ରରେ ଭିଜାଇ ଦିଅନ୍ତୁ । ସକାଳେ ଥଣ୍ଡା ଥିବା ଏହି ପାଣିକୁ ପିଅନ୍ତୁ । ଖାଦ୍ୟରେ ରୁଟି ଏବଂ ମୁଗଡାଲି ଖାଆନ୍ତୁ । ଅଧିକ ଲୁଣ ଖାଇବାକୁ ବର୍ଜନ କରନ୍ତୁ । ଏହା ଖାଇବା ଦ୍ୱାରା ଗର୍ଭଧାରଣା ହେବାର ସମ୍ଭାବନା ଅଧିକ ବଢିଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/Seed-Up.jpg)
/kanak/media/post_attachments/wp-content/uploads/2018/12/CarrotSeedOil-300x125.png)
/kanak/media/post_attachments/wp-content/uploads/2018/12/Ajwain-health-benefits1-300x160.jpg)