ଏହି ୧୫ ଟି ସ୍ମାର୍ଟଫୋନ୍ ରୁ ବାହାରେ ବିପଦପୂର୍ଣ୍ଣ ରେଡିଏସନ୍ ! କ’ଣ ଆପଣଙ୍କ ଫୋନ୍ ବି ଏଥିରେ ସାମିଲ ଅଛି କି ? 

3,865

ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ୟୁଜର୍ସ ଭଲଭାବରେ ଜାଣିଛନ୍ତି ଯେ ଫୋନରୁ ବିପଦପୂର୍ଣ୍ଣ ଭାଇରସ୍ ଏବଂ ରେଡିଏସନ୍ ନିର୍ଗତ ହୋଇଥାଏ । ଯେଉଁଥିରୁ ବାହାରୁଥିବା ତରଙ୍ଗ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ଅଧିକ ରେଡିଏସନ୍ ଦ୍ୱାରା ବ୍ୟକ୍ତିକୁ ଅନେକ ପ୍ରକାର ଅସୁବିଧା ହୋଇଥାଏ । ସ୍ମାର୍ଟଫୋନ୍ ଯେତେ ବି ବଡ କମ୍ପାନୀର ହେଲେ ମଧ୍ୟ ଏଥିରୁ ରେଡିଏସନ୍ ବାହାରିବା ଏକ ସାଧାରଣ କଥା । କିନ୍ତୁ ଚାଇନା ଫୋନ୍ ରେଡିଏସନ୍ ବାହାର କରିବାରେ ପ୍ରଥମ । କେବଳ ଚାଇନା ଫୋନ୍ ନୁହଁ ଆଇଫୋନ୍ ୭ , ଆଇଫୋନ୍ ୭ ପ୍ଲସ୍ ଏବଂ ଆଇଫୋନ୍ ୮ ରେ ମଧ୍ୟ ବିପଦପୂର୍ଣ୍ଣ ରେଡିଏସନ୍ ବାହାରିଥାଏ । ଏହାଛଡା ସୋନି,ଜେଡଟିଇ ଏବଂ ବ୍ଲାକବେରୀ ଭଳି କମ୍ପାନୀର ସ୍ମାର୍ଟଫୋନରେ ମଧ୍ୟ ଏହି ତାଲିକାରେ ସାମିଲ ରହିଛି ।

ଏହି ୧୫ ଟି ସ୍ମାର୍ଟଫୋନରୁ ବାହାରିଥାଏ ଅଧିକ ରେଡିଏସନ୍ : 

୧ . ଏମ୍ . ଆଇ ଫୋନ୍ ଏବେ ସବୁଠାରୁ ଅଧିକ ପ୍ରଚଳିତ ହେଉଥିବା ମୋବାଇଲ୍ ଫୋନ୍ ଭିତରେ ଗୋଟିଏ । ଏହି ଫୋନରୁ ଟପ୍ ଲିଷ୍ଟରେ ରେଡିଏସନ୍ ବାହାର କରିବାରେ ମଧ୍ୟ ସାମିଲ୍ ରହିଛି ।

୨ . ୱାନପ୍ଲସ୍ ୫ ଟି – ୧.୬୮  ରେଡିଏସନ୍

୩ . ହାୱାଇ ମେଟ୍ ୯ – ୧.୬୮  ରେଡିଏସନ୍

୪ . ନୋକିଆ ଲ୍ୟୁମିଆ ୬୩୦ – ୧.୧୫ ରେଡିଏସନ୍

୫ . ହାୱାଇ ପି୯ ପ୍ଲସ୍ – ୧.୪୮ ରେଡିଏସନ୍

୬ . ହାୱାଇ ଜି୮ଏକ୍ସ – ୧.୪୪ ରେଡିଏସନ୍

୭ . ହାୱାଇ ନୋଭା ପ୍ଲସ୍ – ୧.୪୧ ରେଡିଏସନ୍

୮ . ୱାନପ୍ଲସ୍ ୫ – ୧.୩୯ ରେଡିଏସନ୍

୯ . ହାୱାଇ ପି୯ ଲାଇଟ୍ – ୧.୩୮ ରେଡିଏସନ୍

୧୦ . ଆଇଫୋନ୍ ୭ – ୧.୩୮ ରେଡିଏସନ୍

୧୧ . ଆଇଫୋନ୍ ୭ ପ୍ଲସ୍ – ୧.୨୪ ରେଡିଏସନ୍

୧୨ . ବ୍ଲାକବେରୀ ଡିଟିଇକେ୬୦ – ୧.୨୮ ରେଡିଏସନ୍

୧୩ . ଜେଡଟିଇ ଆକ୍ସନ୍ ୭ ମିନି – ୧.୨୯ ରେଡିଏସନ୍

୧୪ . ଆଇଫୋନ୍ ୮ – ୧.୩୨ ରେଡିଏସନ୍

୧୫ . ସୋନି ଏକ୍ସପେରିଆ ଏକ୍ସଜେଡ୍ ୧ କମ୍ପାକ୍ଟ – ୧.୩୬ ରେଡିଏସନ୍