ସାମୂଦ୍ରିକ ଝଡ ଫୋନି ପାଇଁ ଓଡ଼଼ିଶାବାସୀ ଆତଙ୍କିତ ନ ହୋଇ ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

ଆଜି ସଚ୍ଚିବାଳୟରେ ବସିବ ମନ୍ତ୍ରୀପରିଷଦ ବୈଠକ ! ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଜେଟ ସମ୍ପର୍କରେ ହୋଇପାରେ ଆଲୋଚନା

ସାମୂଦ୍ରିକ ଝଡ ଫୋନି ପାଇଁ ଆତଙ୍କିତ ସାରା ଓଡିଶା । ଫାଇଲିନ୍ ଠାରୁ ବଡ ଏବଂ ତିତଲିଠାରୁ କମ୍ ପ୍ରଭାବ ଥିବା ଫୋନି ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ‘ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ,ଆତଙ୍କିତ ହୁଅନ୍ତୁ ନାହିଁ , ଶାନ୍ତ ରୁହନ୍ତୁ ଏବଂ ସରକାରଙ୍କୁ ସହଯୋଗ କରନ୍ତୁ।’ ତେବେ ଫୋନି ପ୍ରଭାବରେ ପବନର ବେଗ ୧୭୦ ରୁ ୧୮୦ କି.ମି. ରହିବା ସମ୍ଭାବନା ଏବଂ ପୁରୀ ଠାରୁ ୪୫୦ କି.ମି. ଦୂରରେ ରହିଛି ଫୋନି । ସାମୂଦ୍ରିକ ଝଡ ଫୋନି ଗୋପାଳପୁର-ଚାନ୍ଦବାଲି ମଝିରେ ହିଟ୍ କରିବା ସମ୍ଭାବନା । ଫୋନି ପ୍ରଭାବରେ ଦକ୍ଷିଣ-ଉପକୁଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe