ଯୁବାପଣକୁ ବିପଦ ଆଡକୁ ନେଇଯାଏ ଏହି ପାନୀୟ ! ଜାଣନ୍ତୁ ଏଭରଗ୍ରୀନ୍ ଫର୍ମୁଲାରେ ରହିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ ।

ଯୁବାପଣକୁ ବିପଦ ଆଡକୁ ନେଇଯାଏ ଏହି ପାନୀୟ ! ଜାଣନ୍ତୁ ଏଭରଗ୍ରୀନ୍ ଫର୍ମୁଲାରେ ରହିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ ।

source : Dr. Life

ଆମ ଶରୀର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରରୁ ପାଣି ଅଂଶ କମ୍ ହେଲେ ନାନା ରୋଗ ସୃଷ୍ଟି ହୋଇପାରେ। ଗ୍ୟାସ୍ରୁ ନେଇ, ବିଭିନ୍ନ ଧରଣର ପେଟ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ କମ୍ ପରିମାଣର ପାଣି ପିଇବା। କେବଳ ସେତିକି ନୁହେଁ, କମ ପାଣି ପିଉଥିବା ବ୍ୟକ୍ତି ଖୁବ୍ କମ୍ ବୟସରେ ଯୁବାପଣ ହରାଇ ଥାଆନ୍ତି। ସେମାନଙ୍କ ଶରୀରରେ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟର ଛାପ ଦିଶେ। ତେବେ ଚାଲନ୍ତୁ ଜାଣିବା ଶରୀରରେ କେଉଁ ଭଳି ଭାବେ ପାଣି ଅଂଶର ସନ୍ତୁଳନ ଠିକ୍ ଭାବେ ରଖିପାରିବା। ପ୍ରଚୁର ପାରିମାଣର ପାଣି ପିଅନ୍ତୁ। ଯୁଆଡ଼େ ବି ଯାଉଛନ୍ତି ସାଙ୍ଗରେ ପାଣି ବୋତଲ୍ ଧରି କରି ଯାଆନ୍ତୁ। ମଝିରେ ମଝିରେ କିଛି ସମୟରେ ଅନ୍ତରରେ ପାଣି ପଇବାକୁ ଆଦୌ ଭୁଲନ୍ତୁ ନାହିଁ।

publive-image

1. ଖାଲି ପାଣି ପିଇଲେ ହେବ ନାହିଁ, ଆପଣଙ୍କୁ ପାଣି ଜାତୀୟ ଖାଦ୍ୟ ମଧ୍ୟ ଖାଇବାକୁ ହେବ। ତରଭୁଜ, ଫୁଟି କାକୁଡ଼ି, କାକୁଡ଼ି, ବିଲାତି ବାଇଗଣ ଆଦି ଖାଇଲେ ଶରୀର ପାଇଁ ଭଲ।

2. ଯଦି ଚା’ ଅଭ୍ୟାସ୍ ଅଛି ତେବେ ହର୍ବାଲ୍ ଚା’ ପିଅନ୍ତୁ। ସବୁଚ ଚା’, ନାଲି ଚା’ ପିଇଲେ କିଛି ଅସୁବିଧା ନାହିଁ ମାତ୍ର ଖିର କିମ୍ବା ଅମୁଲ ଚା’ ନପିଇଲେ ଭଲ।

3. ଖାଇବାର ଅଧଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ। ଚେଷ୍ଟା କରନ୍ତୁ ଦିନରେ ପ୍ରଚୁର ପାଣି ପିଇ ରାତିରେ ପାଣି ଟିକେ୍ କମ୍ ପିଇବା ପାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe