ଅଭିନେତାଙ୍କ ନାଁରେ ଅଭିଯୋଗ ! କାହିଁକି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

ଅଭିନେତାଙ୍କ ନାଁରେ ଅଭିଯୋଗ ! କାହିଁକି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

source : Siasat

ବଲିଉଡର ସୁପରଷ୍ଟାର ତଥା ନିଜ ଡ୍ୟାନ୍ସର ଯାଦୁରେ ଦର୍ଶକଙ୍କୁ କିମିଆ କରୁଥିବା ଅଭିନେତା ହ୍ରିତିକ୍ ରୋଶନଙ୍କ ଜୀବନରୁ ବିବାଦ ଥମିବାର ନାଁ ନେଉନି । କେତେବେଳେ ନିଜ ଲଭ୍ ଲାଇଫ୍ ତ କେତେବେଳେ ପରିବାରକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ହ୍ରିତିକଙ୍କ ଜୀବନକୁ ଆଉ ଏକ ବିବାଦ ଏଣ୍ଟ୍ରି ମାରିସାରିଛି । ତାଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି ।

publive-image

ହ୍ରିତିକଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ ହୋଇଛି। ହ୍ରିତିକଙ୍କ ବାଦ୍ ଅନ୍ୟ ୮ ଜଣଙ୍କ ବିରୋଧରେ ଚେନ୍ନାଇର ଜଣେ ଷ୍ଟକିଷ୍ଟ୍ ଆର୍ ମୂରଲୀଧରନ ୨୧ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛନ୍ତି। ହ୍ରିତିକ୍ ତାଙ୍କ ପ୍ରଡକ୍ଟ ପାଇଁ ମୂରଲୀଧରନଙ୍କୁ ଷ୍ଟକିଷ୍ଟ୍ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ବିନା କୌଣସି ସୂଚନାରେ ହ୍ରିତିକ୍ ଏହି ମାର୍କେଟିଙ୍ଗ୍ ଟିମକୁ ଭାଙ୍ଗି ଦେଇଥିବାରୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe