ଫିଲ୍ମ ସୁଇ ଧାଗାର ଟ୍ରେଲର ରିଲିଜ ହେବା ପରଠାରୁ ଅନୁଷ୍କା ଶର୍ମାଙ୍କ ଉପରେ କିଛି ନା କିଛି ଫନି ଭିଡ଼ିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଅଭିନେତ୍ରୀଙ୍କ ଲୁକ୍ସକୁ ନେଇ ମଜାକ ଉଡ଼ାଯାଉଛି । କଥା ସେତିକିରେ ସୀମିତ ରହିନାହିଁ । ଏହି ଟ୍ରେଣ୍ଡ ଏବେ ବରୁଣ ଧାୱନଙ୍କ କ୍ଷେତ୍ରରେ ମଧ୍ୟ ଉପଲବ୍ଧ । ବରୁଣଙ୍କୁ ନେଇ ମେମସ ପ୍ରସ୍ତୁତି କରାଯାଇଛି । ଗୀତ ଶେଷରେ ଙ୍ଗଷକ୍ଟ କ୍ଷରଗ୍ଧ ଗ୍ଧଷର ୟକ୍ଟଶଗ୍ଦ କ୍ଟଙ୍କଗ୍ଧ ଗୀତ ମଧ୍ୟ ରଖାଯାଇଛି ।
View this post on InstagramWho let the dogs 🐕 out. #suidhaagamadeinindia. Someone sent me this couldn’t resist putting it out
ଭିଡ଼ିଓରେ ଫିଲ୍ମ ସୁଇ ଧାଗାର ଟ୍ରେଲରର ଏକ ଭିଡ଼ିଓ ଦେଖାଯାଇଛି । ଯେଉଁଥିରେ ବରୁଣ ଏକ କୁକରର ଅଭିନୟ କରୁଛନ୍ତି । ଭିଡ଼ିଓ ଖୁବ ମଜାଦାର ହୋଇଛି । ସ୍ୱୟଂ ବରୁଣ ମଧ୍ୟ ଏହାକୁ ସେୟାର ନ କରି ରହିପାରିଲେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/ss_1536562432_618x347.jpeg)